Jump to content

କୀଳଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳଣୀ
ଉଚ୍ଚାରଣ: Kīḻaṇī
ছড়কা वटखनी; खटका

ଦେ. ବି. (ସଂ. କୀଳନୀ) —

କୀଳିଣି; ଘରର କବାଟକୁ ଭିତର— ଆଡ଼ୁ ବନ୍ଦ କରିବା ପାଇଁ କବାଟରେ ଲାଗିଥିବା ଲୁହା ବା କାଠର ଦଣ୍ଡ; ହୁଡ଼ୁକା; ଅର୍ଗଳ (ଏହି ଦଣ୍ଡକୁ ଚଉକାଠରେ ଥିବା ଘରା ମଧ୍ୟକୁ ପୂରାଇ ଦେଲେ କବାଟ କୀଳି ହୋଇଯାଏ) A bolt of a door; a bar for closing up a door.