Jump to content

କୀଳନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳନ
ଉଚ୍ଚାରଣ: Kīḻana

ସଂ. ବି. (କୀଳ୍ ଧାତୁ+ଭାବ. ଅନ) —

୧: କବାଟ କିଳିବା କର୍ମ — ୧. Bolting of a door.

୨: କୀଳାପୋତା —୨. Pegging; staking.

୩: ଏକତ୍ର ଯୋଡ଼ିବା କର୍ମ —୩. Fastening.

୪: ବନ୍ଧନ; ରୋକ୍; ଅଟକ — ୪. Binding; restraint.