କୀଳାକୀଳି
ଦେଖଣା
କୀଳାକୀଳି —
ଉଚ୍ଚାରଣ: Kīḻākīḻi
ଦେ. ବି —
୧: ଅନେକ ଗୁଡ଼ିଏ କବାଟକୁ କିଳିବା କର୍ମ — ୧. Act of shutting several doors.
୨: କୌଣସି ଲିଖିତ ବିଷୟ ଉପରେ ଗାର ପକାଇ ବାରମ୍ବାର କାଟି ଆଲୁର୍ ବାଲୁର୍ କରିବାଅବସ୍ଥା —୨. Repeated scoring through a written matter.
୩: ନାନା ପ୍ରକାରର କୀଳିବା କର୍ମ (ଦେଖ) ୩. Various acts of Kīḻibā (See)