କୀଳାକ୍ଷର
ଦେଖଣା
କୀଳାକ୍ଷର —
ଉଚ୍ଚାରଣ: Kīḻākshara
ସଂ. ବି. (ମଧ୍ୟପଦଲୋପୀ; କୀଳା ସଦୃଶ ଅକ୍ଷର) —
ବହୁ ପ୍ରାଚୀନ ଲିପିବିଶେଷ — A kind of ancient wedge-shaped script; cuneiform script.
[ଦ୍ର—ଏ ଲିପି ପ୍ରାଚୀନ ଆସରିଆ ଓ ବାବିଲନ୍ ଦେଶରେ ପ୍ରଚଳିତ ଥିଲା ବର୍ତ୍ତମାନ ଆଫ୍ରିକାର ବାର୍ବେରୀ ଅଞ୍ଚଳରେ ଏ ଲେଖାର କେତେକ ପ୍ରମାଣ ଆବିଷ୍କୃତ ହୋଇଅଛି]