କୀଳାତାଟ
ଦେଖଣା
କୀଳାତାଟ —
ଉଚ୍ଚାରଣ: Kīḻātāṭa
ପ୍ରାଦେ. (ଚିଲିକା ଉପକୂଳ) ବି. (ସଂ. କୀଳକ+ସଂ. ତଟୀ =ଅତଡ଼ା) —
ଚିଲିକାରେ ଚିଙ୍ଗୁଡ଼ି ଧରିବା ପାଇଁ ପୋତାଯିବା ତାଟି ଏବଂ ତାକୁ ଦୃଢ଼ଭାବରେ ରଖିବା ପାଇଁ ବ୍ୟବହୃତ କୀଳା —A wicker-work frame and poles set up in the Chilkā Lake for catching shrimps.