Jump to content

କୀଳିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳିତ
ଉଚ୍ଚାରଣ: Kīḻita

ସଂ. ବିଣ. (କୀଳ୍ ଧାତୁ+କର୍ମ. ତ) —

୧: କୀଳା ଯାଇଥିବା; ରୁଦ୍ଧ —୧. Closed; shut up.

୨: ଭୂମିରେ ପୋତା ଯାଇଥିବା (ମେଖ ଆଦି) — ୨. Staked; impaled; driven to the ground as a pole.

୩: ବଦ୍ଧ; ବନ୍ଧାଯାଇ ଥିବା —୩. Tied.

୪: ଅବରୁଦ୍ଧ —୪. Confined.