Jump to content

କୀଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳିବା
ଉଚ୍ଚାରଣ: Kīḻibā
খালাদেওয়া कीलना

ଦେ. କ୍ରି. (ସଂ. କୀଳନ) —

୧: ଘର ଭିତରୁ ଦ୍ବାର ରୁଦ୍ଧ କରିବା —୧. To bolt a door from inside.

ମୁଁ ତ ଡରରେ ତାଟି କୀଳି ପକାଇଲି ଫକୀରମୋହନ. ଛମାଣଆଠଗୁଣ୍ଠ

୨: ଦେହକୁ ଔଷଧ ବା ମନ୍ତ୍ରାଦି ଦ୍ବାରା ଶତ୍ରୁ ଆକ୍ରମଣରୁ ବା ଭୂତପ୍ରେତାଦିଙ୍କ ଠାରୁ ବା ମନ୍ତ୍ର ପ୍ରଭାବରୁ ରକ୍ଷା କରିବା; ଦେହକୁ ଅକାଟୁ କରିବା — ୨. To make one's body invulnerable against the attack of enemies and evil spirits or incantations by using charms.

୩: ଦୁଷ୍ଟ ଭୂତପ୍ରେତ ଓ ବ୍ୟାଘ୍ର ସର୍ପାଦିଙ୍କୁ ମନ୍ତ୍ରବଳରେ ଏକ ସ୍ଥାନରେ ରୁଦ୍ଧ କରିବା — ୩. To confine evil spirits, tiger, snake etc to one place by means of charms.

୪: ଲେଖା ହୋଇଥିବା ଅକ୍ଷରାଦିର ମଧ୍ୟଦେଇ ଗାର ଟାଣିବା; ଲେଖା ଆଦିକୁ କାଟିଦେବା —୪. To score through; to erase.

୫: କୀଳା ମାରିବା —୫. To impale or stake a pin or pole.