Jump to content

କୀଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଶ
ଉଚ୍ଚାରଣ: Kīṡa

ସଂ. ବି. (ବହୁବ୍ରୀହି; କ=ବାଯୁ+ଅପତ୍ୟାର୍ଥରେ. ଇ=କି; କି=ହନୁମାନ+ଈଶ) —

୧: ବାନର —୧. Monkey.

ବିଳସୁଁ ଯେ କୀଶ ଶିଶୁ, ବଡ଼ ରଯେ କୋଳେ ପଶୁଁ ଭଞ୍ଜ. ବୈଦେହୀଶବିଳାସ

୨: ପକ୍ଷୀ —୨. Bird.

୩: ସୂର୍ଯ୍ୟ —୩. The sun.

ସଂ. ବିଣ. —

ବିବସ୍ତ୍ର; ଉଲଙ୍ଗ; ଲଙ୍ଗଳା —Naked.