Jump to content

କୁଅଁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଅଁର
ଉଚ୍ଚାରଣ: Kuañra
কুঁঅর कुअर
(କୁଆଁରୀ—ସ୍ତ୍ରୀ)

ଦେ. ବି ପୁଂ. (ସଂ. କୁମାର) —

୧: ଖଣ୍ଡାଏତ ଓ କ୍ଷତ୍ରିୟମାନଙ୍କ ବଂଶୋପାଧି —୧. A family title of the Kshatriyas.

୨: ପୁତ୍ର —୨. Son.

ପ୍ରାଦେ. (ସମ୍ବଲପୁର) ବି. —

କୁମାର; ଅବିବାହିତ ଯୁବକ — A bachelor.

ପ୍ରାଦେ. (ସିଂହଭୁମ)—ବି. —

ରାଜାଙ୍କ ୨: ୟ ପୁତ୍ରଙ୍କ ଉପାଧି — The title of the ୨nd son of a Raja.