Jump to content

କୁଅନନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଅନନ୍ଦ
ଉଚ୍ଚାରଣ: Kūananda
নাঁদ, নাঁদা जंगला

ଦେ. ବି. (ସଂ. କୂପ+ନାନ୍ଦୀପଟ) —

କୂଅରେ ବସିବା ମାଟି ବା ପଥର ଗୋଲାକାର ବଳୟ —Earth or stone for wells.

[ଦ୍ର—କୂଅର କାନ୍ଥିରେ ବସିବା ମାଟି ବା ପଥରର ବଳୟକୁ ନନ୍ଦ ବୋଲାଯାଏ ସାଧାରଣ ନନ୍ଦ ଠାରୁ କ୍ଷୁଦ୍ର ନନ୍ଦ ୟାହାକି କୂଅର ସବ୍ଭା ତଳେ ବସେ ତାକୁ 'ଗଳିନନ୍ଦ' ବୋଲାଯାଏ କୂଅର ଫନ୍ଦରେ ଭୂମି ଉପରେ ବସାଯିବା ଚଉଡ଼ା ଓ ଉଚ୍ଚ ନନ୍ଦକୁ 'ଘୋଡ଼ା ନନ୍ଦ' ବୋଲାଯାଏ କୌଣସି କୌଣସି କୂଅର କାନ୍ଥକୁ ଦୃଢ଼ କରି ରଖିବା ପାଇଁ ପ୍ରଥମେ ଚଉଡ଼ା ନନ୍ଦ ବସେ ଓ ତାହା ଭିତରେ 'ଗଳିନନ୍ଦ'. ଏପରି ଦୋହରି ନନ୍ଦ ବସେ]