କୁଆଁରୀ
ଦେଖଣା
କୁଆଁରୀ —
ଉଚ୍ଚାରଣ: Kuāñrī
কুআঁরী
कुआँरि
ଦେ. ବି. ସ୍ତ୍ରୀ. (ସଂ. କୁମାରୀ) —
୧: ଅବିବାହିତା କନ୍ୟା — ୧. Maiden; virgin.
୨: ଘିକୁଆଁରୀ (ଦେଖ) ୨. Ghikuāñri (See)
ଦେ. ବିଣ. ସ୍ତ୍ରୀ —
ଅବିବାହିତା; ଅଭିଆଡ଼ି (ବାଳିକା) — Unmarried (girl).
କୁଆଁରୀ —
ଉଚ୍ଚାରଣ: Kuāñrī
কুআঁরী
कुआँरि
ଦେ. ବି. ସ୍ତ୍ରୀ. (ସଂ. କୁମାରୀ) —
୧: ଅବିବାହିତା କନ୍ୟା — ୧. Maiden; virgin.
୨: ଘିକୁଆଁରୀ (ଦେଖ) ୨. Ghikuāñri (See)
ଦେ. ବିଣ. ସ୍ତ୍ରୀ —
ଅବିବାହିତା; ଅଭିଆଡ଼ି (ବାଳିକା) — Unmarried (girl).