Jump to content

କୁଆଁରୀ କନିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଁରୀ କନିଆଁ
ଉଚ୍ଚାରଣ: Kuāñrī kaniāñ

ଗ୍ରା. ବି. ସ୍ତ୍ରୀ. (ସଂ. କୁମାରୀ କନ୍ୟା) —

ଅବିବାହିତା ବାଳିକା — Maiden; unmarried girl.