Jump to content

କୁଆଁରୀ ଚାନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଁରୀ ଚାନ୍ଦ
ଉଚ୍ଚାରଣ: Kuāñrī chānda

ଦେ. ବି. (ସଂ. କୁମାର+ଚନ୍ଦ୍ର) —

୧: ନବୋହିତ କୁମାରପୂର୍ଣ୍ଣିମାର ଚନ୍ଦ୍ର — ୧. The newly risen full-moon of the Āṡwina Pūrṇṇimā.

୨: ପ୍ରତିପଦାର କ୍ଷୀଣ ଚନ୍ଦ୍ର — ୨. The new moon.

୩: କୁମାରପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ନୈବେଦ୍ୟ — ୩. The offenings made to the moon on the Āṡwina Pūrṇṇimā.