Jump to content

କୁଆଁରୀ ହାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଁରୀ ହାଡ଼
ଉଚ୍ଚାରଣ: Kuāñrī hāṟḍ̠a

ଦେ. ବି. (ସଂ. କୁମାରୀ+ଆ. ହଡ୍ଡୀ) —

ଅବିବାହିତା କନ୍ୟାର ହାତର ଅସ୍ଥୀ — The bone of the hand of a virgin, said to be efficacious in magical performances and used by magicians and charmers.

[ଦ୍ର—ଏହି ହାଡ଼କୁ ମନ୍ତ୍ରପୁତ କରି ଗୁଣିଆମାନେ ଗାରଡ଼ି ବିଦ୍ୟା— ସାଧନାରେ ବ୍ୟବହାର କରନ୍ତି]