Jump to content

କୁଆକେନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆକେନ୍ଦା
ଉଚ୍ଚାରଣ: Kuākendā
তালুরা मुसालिकल, मुसर

ଦେ. ବି —

ବୃକ୍ଷବିଶେଷ — A kind of tree; Curculigo (Haines)

[ଦ୍ର—ଏ ଗଛ ବଡ଼ ଉଚ୍ଚ ହୁଏ ନାହିଁ ଏହାର ଫୁଲ ହଳଦିଆ]