Jump to content

କୁଆଛୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଛୁଆ
ଉଚ୍ଚାରଣ: Kuāchhuā

ଦେ. ବିଣ —

ବାରମ୍ବାର ଭୀଷଣ ଆଘାତରେ ବ୍ୟତିବ୍ୟସ୍ତ — Overwhelmed with beating.

(ଯଥା—ବୃଥାରେ ତାକୁ ମାଡ଼ିମାରି କୁଆଛୁଆ କରି ପକାଇଲ କାହିଁକି?)