କୁଆଡ଼ୁ
ଦେଖଣା
କୁଆଡ଼ୁ —
ଉଚ୍ଚାରଣ: Kuāṟḍ̠u
কোনদিগথেকে; কুতথেকে
कहाँसे
ଦେ. ଅ —
୧: କେଉଁଆଡ଼ୁ; କେଉଁ ଦିଗରୁ — ୧. From which side.
୨: କୌଣସି କାରଣରୁ — ୨. For some reason or other.
(ଯଥା—କୁଆଡ଼ୁ କିମିତି ତାର ଅଜୀର୍ଣ୍ଣ ହୋଇଗଲା)
୩: (ପ୍ରଶ୍ନାର୍ଥକ) କାହିଁକି; କିହେତୁରୁ? — ୩. (Interrogative) Why?
୪: କେଉଁଠାରୁ? —୪. Whence?