Jump to content

କୁଆଡ଼େ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଡ଼େ
ଉଚ୍ଚାରଣ: Kuāṟḍ̠e
কোনদিগে; কোথায় कहाँ

ଦେ. ଅ —

୧: କେଉଁ ଦିଗରେ — ୧. In what direction.

୨: କେଉଁ ଦିଗକୁ — ୨. To what direction; where.

୩: (ଅନୁମାନାର୍ଥକ) କେଜାଣି; ମୁଁ ଅନୁମାନ କରୁଛି; ମୁଁ ଶୁଣୁଛି — ୩. (Used in supposition) I hear; meseems; I trow.

(ଯଥା—ସେ କୁଆଡ଼େ ପୁରୀସହରକୁ ଆସିଥିଲେ)

୪: (ପ୍ରଶ୍ନାର୍ଥକ) କି —୪. What; is it?

(ଯଥା—ମୁଁ କୁଆଡ଼େ ଆପଣଙ୍କର ନିନ୍ଦା କରୁଥିଲି?)

୫: କାହିଁକି; କିହେତୁ —୫. Why.

୬: କେଉଁ ସ୍ଥାନରେ —୬. In what place.

୭: କେଉଁ ସ୍ଥାନକୁ —୭. To what place.