କୁଆତାରା
ଦେଖଣା
କୁଆତାରା —
ଉଚ୍ଚାରଣ: kuātārā
ଦେ. ବି —
କୁଆତରା (ଦେଖ) — Kuātarā (See)
କାଠଯୋଡ଼ି—ଶୁଭ୍ର—ସିକତା—ଣୟନ ଭେଦି କୁଆତାରା ମଣ୍ଡିଲେ ଗଗନ—ରାଧାନାଥ. ନନ୍ଦକେଶ୍ବରୀ
[ଦ୍ର—ଏହା ପ୍ରକୃତରେ ତାରା ବା ନକ୍ଷତ୍ର ନୁହେ; ଏକା ଗୋଟିଏ ଗ୍ରହ କେତେକ ଦିନ ଭୋର ପୂର୍ବରୁ ପୂର୍ବଦିଗରେ ଓ କେତେକ ଦିନ ସନ୍ଧ୍ୟା ପରେ ପଶ୍ଚିମଦିଗରେ ଦେଖାଯାଏ]