କୁଆପଥର
ଦେଖଣା
କୁଆପଥର —
ଉଚ୍ଚାରଣ: Kuāpathara
শিল
आला
ଦେ. ବି. (ସଂ. କରକା ଓ ପ୍ରସ୍ତର) —
ବର୍ଷୋପଳ; ମେଘରୁ ପଡ଼ିବା ଗୋଟାଳିଆ ବରଫ ବା ଘନୀଭୁତ ଜଳ — Hailstone.
ବଡ଼ ବଡ଼ କୁଆପଥର ତଳେ ପଡ଼ି—କୃଷ୍ଣସିଂହ. ମହାଭାରତ. ବନ
କୁଆପଥର —
ଉଚ୍ଚାରଣ: Kuāpathara
শিল
आला
ଦେ. ବି. (ସଂ. କରକା ଓ ପ୍ରସ୍ତର) —
ବର୍ଷୋପଳ; ମେଘରୁ ପଡ଼ିବା ଗୋଟାଳିଆ ବରଫ ବା ଘନୀଭୁତ ଜଳ — Hailstone.
ବଡ଼ ବଡ଼ କୁଆପଥର ତଳେ ପଡ଼ି—କୃଷ୍ଣସିଂହ. ମହାଭାରତ. ବନ