କୁଆବାବୁରି
ଦେଖଣା
କୁଆବାବୁରି —
ଉଚ୍ଚାରଣ: Kuābāburi
কুআবাবুরি
गन्धबबुल
ପ୍ରାଦେ. (ସମ୍ବଲପୁର) ବି —
୧: ଗନ୍ଧତୁଳସୀଜାତୀୟ କ୍ଷୁଦ୍ର ଗୁଳ୍ମ ବିଶେଷ — ୧. A small herbaceous plant.
୨: ବିଟଖଦିର ଗଛ; ବବୁରଜାତୀୟ ବୃକ୍ଷ — ୨. Acacia Farnesiana; Spongetree; Mimosa.
[ଦ୍ର—ଏହାର ସୁଗନ୍ଧ ହଳଦିଆ ଫୁଲରୁ ଏକପ୍ରକାର ସୁବାସ ଦ୍ରବ୍ୟ Cassie perfume ପ୍ରସ୍ତୁତ ହୁଏ]