Jump to content

କୁଆବୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆବୁଆ
ଉଚ୍ଚାରଣ: Kuābuā

ଦେ. ବିଣ —

୧: ହଟକଟା; ବ୍ୟତିବ୍ୟପ୍ତ — ୧. Much troubled; afflicted.

ଫେରିଆସି ସଂସାରକୁ ହୁଏ କୁଆବୁଆ—ନନ୍ଦକିଶେରୀ. ନିର୍ଝରିଣୀ

୨: ଆଶ୍ରୟହୀନ —୨. Helpless; shelterless.

୩: ଦୁଃଖଜର୍ଜରିତ; ଅତି ଦୁଃଖିତ —୩. Aggrieved.

ସେ ମୋତେ କନ୍ଦାଇଲେ କରିଣ କୁଆବୁଆ—ପୀତାମ୍ବର. ନୃସିଂହପୁରାଣ

୪: ଅସ୍ଥିର —୪. Unsettled; restless.

ୟାହା ସଙ୍ଗେ ଯେତେ ପୀରତି କିପରି ତେତିକି ହୁଅଇ କୁଆବୁଆ ରେ—ସଙ୍ଗୀତ