କୁଆମଇତା
ଦେଖଣା
କୁଆମଇତା —
ଉଚ୍ଚାରଣ: Kuāmaitā
ସଂ. ପର୍ୟ୍ୟାୟ—କିମ୍ପାକ;
ଆଖୁବିଷ; ଦେବଜାଳୀ
কুঁদরি; তেলকুঁচা
भिम्व; कान्दिरिकिबेल
ଦେ. ବି. (ସଂ. କାକମଦ୍ଦ) —
ବିମ୍ବଜାତୀୟ ଲତା ଓ଼ ତାହାର ଫଳବିଶେଷ — A kind of kitchen-fruit and its creeper; Tricosanthes Cucumerine; Cephalandra Indica (Kirtikar)
କୁଆମଇତା ଆଦି ଫଳ ପୋଟଳ ଶ୍ରାଦ୍ଧରେ ଏହା ନ ବାଢ଼ିବ ଚାଷିବାଳ—କୃଷ୍ଣସିଂହ. ମହାଭାରତ. ଅନୁଶାସନ
[ଦ୍ର—ଏ ଲତା ପୋଟଳଲତା ପରି ମାଈ ଅଣ୍ଡିରା ଭେଦରେ ଏହା ଦୁଇ ପ୍ରକାର ଏହାର ଫଳ ପୋଟଳ ପରି ଏବଂ ଲୋକେ ଏହାକୁ ତରକାରି କରନ୍ତି କେତେ ଜାତୀୟ କୁଆମଇତା ଭାରୀ ପିତା]