Jump to content

କୁଆରପୁରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆରପୁରିଆ
ଉଚ୍ଚାରଣ: Kuārapuriā
কুঅঁরপুরী कुआँरपुरिआ

ଦେ. ବି —

ଏକଜାତୀୟ ହଳିଦୀ; ଦେଶୀ ହଳଦୀ; ଗଡ଼ଜାତର ଅନୁଗୁଳ, କନ୍ଦମାଳ ଓ କୁଅଁରପୁର ପ୍ରଭୁତି ଅଞ୍ଚଳରେ ଜନ୍ମିବା ହଳଦୀ —A kind of country turmeric.

[ଦ୍ର—ଏ ହଳଦୀ ପାଞ୍ଚ ବରଷରେ ଥରେ ଖେତରୁ ଖୋଳା ଯାଏ ଏହାର ମୂଳ ଓ ପତ୍ର ଲମ୍ବା ଏ ଖେତଲେ ମଇଁଷିଗୋବର ଖତ ଦିଆଯାଏ ହି. ଶବ୍ଦସାଗର]