Jump to content

କୁଆଶାଗୁଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଶାଗୁଣା
ଉଚ୍ଚାରଣ: Kuāṡāguṇā

ଦେ. ବି. (ସହଚର; କାଳ+ଶକୂନ) —

ଦଗ୍ଧ ବା ପ୍ରୋଥିତ ନ ହେବା ଶବକୁ ବେଢ଼ିବା କୁଆ ଓ ଶାଗୁଣାଗଣ — Crows and vultures coming to a carcass which has not been interred nor burnt.