Jump to content

କୁଇଁ କୁଇଁ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଇଁ କୁଇଁ ହେବା
ଉଚ୍ଚାରଣ: Kuiñ kuiñ hebā

ପ୍ରାଦେ. (ସମ୍ବଲପୁ) କ୍ରି —

(ପୋଷା କୁକୁର ପ୍ରଭୁ ପଛରେ ଓ ଭୃତ୍ୟ ପ୍ରଭୁ ପଛରେ ଅବ୍ୟକ୍ତ ଧ୍ଵନି କରି ଗୋଡ଼ାଇଲା ପରି) କୌଣସି ବ୍ୟକ୍ତିର ଦାସତ୍ବ ସ୍ବୀକାର କରିବା —To slavishly cringe before a person.