କୁଇନାଇନ୍
ଦେଖଣା
କୁଇନାଇନ୍ —
ଉଚ୍ଚାରଣ: Kuināin
কুইনীন
कुनेन
ବୈଦେ. (ଇଂ. କ୍ବିନାଇନ୍) ବି —
ବିଦେଶାନୀତ ସିଙ୍କୋନା ଗଛ ବଳ୍କଳରୁ ପ୍ରସ୍ତୁତ ଜ୍ବରନାଶକ ଏକପ୍ରକାର ଅତି ପିତା ଗନ୍ଧହୀନ ଧଳା ଗୁଣ୍ଡା —Quinine.
ସିଙ୍କୋନା (ଦେଖ) Siṅkonā (See)
କୁଇନାଇନ୍ —
ଉଚ୍ଚାରଣ: Kuināin
কুইনীন
कुनेन
ବୈଦେ. (ଇଂ. କ୍ବିନାଇନ୍) ବି —
ବିଦେଶାନୀତ ସିଙ୍କୋନା ଗଛ ବଳ୍କଳରୁ ପ୍ରସ୍ତୁତ ଜ୍ବରନାଶକ ଏକପ୍ରକାର ଅତି ପିତା ଗନ୍ଧହୀନ ଧଳା ଗୁଣ୍ଡା —Quinine.
ସିଙ୍କୋନା (ଦେଖ) Siṅkonā (See)