କୁଇନ୍ତା
ଦେଖଣା
କୁଇନ୍ତା —
ଉଚ୍ଚାରଣ: Kuintā
ଗ୍ରା. (ପଦ୍ୟ) ବି. ସ୍ତ୍ରୀ. (ସଂ. କୁନ୍ତୀ) —
ପଣ୍ଡୁରାଜାଙ୍କ ସ୍ତ୍ରୀ କୁନ୍ତୀ; ପାଣ୍ଡବଙ୍କ ମାତା — Kuntī the wife of Paṇḍu.
ଅଗସ୍ତି ବୋଇଲେ ଶୁଣ ଗୋ ଦେବ କୁଇନ୍ତେ ଦୁର୍ବାସାଙ୍କ ମହାମନ୍ତ୍ର ଅଛି ତବ ହସ୍ତେ ସାରଳା. ମହାଭାରତ. ଆଦି