Jump to content

କୁଇଲେର ଶାଗ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଇଲେର ଶାଗ୍
ଉଚ୍ଚାରଣ: Kuiler ṡāg

ପ୍ରାଦେ. (ସମ୍ବଲପୁର) ବି. —

ଏକ ପ୍ରକାର ଗଛ — A kind of tree whose leaves are cooked and eaten.

[ଦ୍ର—ଏ ଗଛର ପତ୍ର ପିଦୁଡ଼ିପତ୍ର ପରି ବଡ଼ ହୁଏ ଏହାର କୋମଳ ପତ୍ରକୁ ଶାଗ ପରି ରାନ୍ଧି ଖାଆନ୍ତି]