Jump to content

କୁଉଁକୁଉଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଉଁକୁଉଁ
ଉଚ୍ଚାରଣ: Kuuñ kuuñ

ଦେ. ଅ. (ଧନ୍ୟନୁକରଣ) —

୧: କେନ୍ଦେରା, ବେହେଲା ଆଦି ତାରଯୁକ୍ତ ବାଦ୍ୟର ଘର୍ଷଣଜନିତ ମଧୁର ଧରାବାହିକ ଶବ୍ଦ —୧. The sweet creaking sound produced by friction on the strings of stringed instruments.

୨: ପୋଷା କୁକୁର ପ୍ରତ୍ଯୁ ନିକଟରେ ସ୍ନେହ ଦେଖାଇବା ପାଇଁ କରିବା କୁଁ କୁଁ ଶବ୍ଦ —୨. The sound made by a dog in showing affectionate attachment to its master.