Jump to content

କୁଉକୁଉ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଉକୁଉ
ଉଚ୍ଚାରଣ: Kuu Kuu

ଦେ. ଅ. (ଧ୍ଵନ୍ୟନୁକରଣ; ସଂ. କୂ ଧାତୁ=ରାବ କରିବା); ତୁଳ. ଇଂ. କୁ=ରାବ କରିବା) —

କୋଇଲିର ଡାକ; କୁହୁ ରାବ —The call of the cuckoo.