Jump to content

କୁକର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକର୍ମ
ଉଚ୍ଚାରଣ: Kukarma

ସଂ. ବି. (କର୍ମଧାରୟ; କୁ+କର୍ମ) —

ପାପ; ପାପାଚରଣ; ଗର୍ହିତକାର୍ୟ୍ୟ —Sin; misdeed.