Jump to content

କୁକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକି
ଉଚ୍ଚାରଣ: Kuki
কুকি कूकी

ଦେ. ବି —

୧: ଆସାମଦେଶସ୍ଥ ପାର୍ବତ୍ୟଜାତିବିଶେଷ — ୧. A wild tribe of the Assam hills.

୨: ଆସାମଦେଶସ୍ଥ ଉକ୍ତ ନାମଧାରୀ ଜାତିର ଭାଷା —୨. The language spoken by the Kuki people of the Assam hills.