କୁକୁଟବ୍ରତ
ଦେଖଣା
କୁକୁଟବ୍ରତ —
ଉଚ୍ଚାରଣ: Kukuṭabrata
ସଂ. ବି. (ସଂ. କୁକ୍କୁଟବ୍ରତ) —
ଭାଦ୍ର ଶୁକ୍ଳସପ୍ତମୀ ଦିନ ଶିବପାର୍ବତୀଙ୍କ ପୂଜା ଓ ଉପବାସରୂପ ବ୍ରତ — A religious fast observed on the ୭th day of the light fortnight of the month of Bhādra in which Ṡiba and Pārbatī are worshipped.
[ ଦ୍ର—ସ୍ତ୍ରୀମାନେ ସନ୍ତାନଲାଭ ଉଦ୍ଦେଶ୍ୟରେ ଏ ବ୍ରତ କରନ୍ତି ଏଥିରେ ମହାଦେବଙ୍କୁ ଆରାଧନା କରାଯାଏ; ଏଦିନ ମଧ୍ୟ ଲଳିତା ସପ୍ତମୀ ବ୍ରତ ହୁଏ.]