କୁକୁରଚିତା
ଦେଖଣା
କୁକୁରଚିତା —
ଉଚ୍ଚାରଣ: Kukurachitā
কুকুরচিতা
कुकरचन्दी
ଦେ. ବି —
କ୍ଷୁଦ୍ର ବୃକ୍ଷବିଶେଷ — A small tree; Litsaea Pebifera.
[ ଦ୍ର—ଏହା ଚିରଶ୍ୟାମଳ ଏହାର ଫୁଲ ଛୋଟ ଓ ଗ୍ରୀଷ୍ମକାଳରେ ଫୁଟେ ମାଈ ଓ ଅଣ୍ଡିରା ଫୁଲର ଗଛ ପୃଥକ୍; ଏଥିର ପତ୍ରକୁ ବାଟି କୁକୁରର କ୍ଷତରେ ଲଗାଇଲେ ଉକ୍ତକ୍ଷତ ଶୁଖି ଯାଏ]