କୁକୁରଜିଭୀ
ଦେଖଣା
କୁକୁରଜିଭୀ —
ଉଚ୍ଚାରଣ: Kukurajibhī
কুকুরজিভী
कुकुराजह्बा
ମ. କପକୁନି
ଦେ. ବି. (ସଂ. କୁକିରଜିହା; ଏହାର ପତ୍ର କୁକୁରଜିଭ ପରି ଦେଖା ଯିବାରୁ) —
କ୍ଷୁଦ୍ର ଗୁଳ୍ମବିଶେଷ — A small plant; Leea Staphylea; Leea Sambucina (Kirtikar).
[ ଦ୍ର—ଏହା କ୍ଷୀରସମୁଦ୍ର ଗଛ ପରି ଏହାର ଫୁଲ ଛୋଟ ଓ ବର୍ଷା କାଳରେ ଫୁଟେ]