କୁକୁରବାଡ଼ିଆ
ଦେଖଣା
କୁକୁରବାଡ଼ିଆ —
ଉଚ୍ଚାରଣ: Kukurabāṟḍ̠iā
ଦେ. ବି —
ବୁଲା କୁକୁରଙ୍କୁ ଲାଠିଦ୍ବାରା ମାରି ପକାଇବା The killing of stray dogs by lathis.
ଦେ. ବିଣ —
ବୁଲାକୁକୁରଙ୍କୁ ବାଡ଼େଇବା ପାଇଁ ଲାଠି ଧରିଥିବା (ବ୍ୟକ୍ତି) —(a person) Armed with a lathi to kill stray dogs.