Jump to content

କୁକୁରବିଆଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକୁରବିଆଣୀ
ଉଚ୍ଚାରଣ: Kukurabiāṇī

ଦେ. ବିଣ. ସ୍ତ୍ରୀ —

ବର୍ଷକୁବର୍ଷ ଏକାଧିକ (ଯଥା ୟମଜ) ଶିଶୁ ପ୍ରସବ କରିବା (ସ୍ତ୍ରୀ) —(a woman) who gives birth to more children than one (e.g. twins) almost every year.