କୁକୁରବେଦି
ଦେଖଣା
କୁକୁରବେଦି —
ଉଚ୍ଚାରଣ: Kukurabedi
ଦେ. ବି. (ସଂ. କୁକର୍ମ+ବେଦି) —
ବିବାହବେଦି ନିକଟରେ ତିଆରି ହୋଇଥିବା ଛୋଟ ବେଦି — A small earthern platform near the marriage altar (where the bridegroom is seated on a pestle-stone and painted with collyrium and vermilion by the mother and other female relatives of the bride.
[ଦ୍ର—ଏହା ଉପରେ ରଖା ଯାଇଥିବା ଖଣ୍ଡେ ଶିଳ ଉପରେ ପ୍ରଥମବରଣ ପରେ ଓ ହାତଗଣ୍ଠି ପଡ଼ିବା ପୂର୍ବରୁ ବର ବସନ୍ତି ଓ ଏ ବେଦିର ଚାରିପାଖରେ ଅଣଖୁଆ ଅଗରେ ତେଲକନା ଗୁଡ଼ା ହୋଇଥିବା ମସାଲା ଲାଗେ ଏବଂ ଶାଶୁ ଓ ଅନ୍ୟ ଆତ୍ମୀୟା ସ୍ତ୍ରୀମାନେ ଆସି ବରକୁ ସିନ୍ଦୁର କଜଳରେ ବେଶ କରନ୍ତି]