କୁକୁରଭୁକା
ଦେଖଣା
କୁକୁରଭୁକା —
ଉଚ୍ଚାରଣ: Kukurabhukā
ସଂ. ବି —
କୁକୁରର ରାବ — The barking of a dog.
[ ଦ୍ର—କୁକୁର ଓ ବିଲୁଆର ଧ୍ଵନିକୁ ଭୁକା, ବାଘର ଧ୍ଵନିକୁ ହଣ୍ଟାଳ, ସିଂହର ଧ୍ଵନିକୁ ଗର୍ଜନ ବୋଲାୟଏ]
କୁକୁରଭୁକା —
ଉଚ୍ଚାରଣ: Kukurabhukā
ସଂ. ବି —
କୁକୁରର ରାବ — The barking of a dog.
[ ଦ୍ର—କୁକୁର ଓ ବିଲୁଆର ଧ୍ଵନିକୁ ଭୁକା, ବାଘର ଧ୍ଵନିକୁ ହଣ୍ଟାଳ, ସିଂହର ଧ୍ଵନିକୁ ଗର୍ଜନ ବୋଲାୟଏ]