Jump to content

କୁକୁରମୂତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକୁରମୂତା
ଉଚ୍ଚାରଣ: Kukuramūtā

ପ୍ରାଦେ. (ଛତିଶିଗଡ଼) ବି —

ତୁଳସୀ (ଗୁଳ୍ମ) (ଦେଖ) — Tuḻasī (plant) (See)

[ ଦ୍ର—ସାଧାରଣତଃ ଦେଖାଯାଏ ଯେ କୁକୁରମାନେ ତୁଳସୀ ଆଦି କ୍ଷୁଦ୍ର ଗୁଳ୍ମ ଦେଖିଲେ ତା ପାଖକୁ ଯାଇ ପଛ ଗୋଡ଼ି ଗୋଟାଏ ଟେକିଦେଇ ସେ ଗଛ ଆଡ଼କୁ ମୂତି ଦିଅନ୍ତି ସଂଭବତଃ ଏହି କାରଣରୁ ଏହି ନାମ]