କୁକୁରିଆ
ଦେଖଣା
କୁକୁରିଆ —
ଉଚ୍ଚାରଣ: Kukuriā
ଦେ. ବିଣ. —
କୁକୁରସମ୍ବନ୍ଧୀୟ — Pertaining to a dog.
ଦେ. ବି. —
୧: କୁକୁର ପାଳିବା ବ୍ୟକ୍ତି —୧. One who brings up or cares after dogs.
୨: (ଲକ୍ଷଣାର୍ଥ) କୁକ୍ରିୟାରତ ବ୍ୟକ୍ତି —୨. (figurative) An evil doer; a wicked person person; one given to evil ways.
୩: ଲଙ୍ଗଳ ମୁଣ୍ଡାରେ କଣ୍ଟି ବସିବା ପାଇଁ କରାଯିବା ଛିଦ୍ର ବା କଣା —୩. The hole made on the top of a plogh-blade for fitting the hand-piece into it.