Jump to content

କୁକ୍କୁଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକ୍କୁଟ
ଉଚ୍ଚାରଣ: Kukkuṭa
(କୁକ୍କୁଟୀ—ସ୍ତ୍ରୀ)

ସଂ. ବି. ପୁଂ. (କୁ=ପୃଥିବୀ+କୁଟ୍ ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) —

୧: କୁକୁଡ଼ା —୧. Cock; fowl.

(ଯଥା—କୁକ୍କୁଟ ଦୁଇ ପ୍ରକାର ୧: . ଗୃହକୁକ୍କୁଟ; ୨: . ବନ୍ୟକୁକ୍କୁଟ)

୨: ତୃ ଣୋଳ୍କା; କୁଟା ଲୁଣ୍ଡା — ୨. A firebrand made of grass.

୩: ଅଗ୍ନିସ୍ଫୁଲିଙ୍ଗ —୩. Sparks of fire.