କୁକ୍କୁଟାଣ୍ଡ
ଦେଖଣା
କୁକ୍କୁଟାଣ୍ଡ —
ଉଚ୍ଚାରଣ: Kukkuṭāāṇḍa
ସଂ. ବି. (୬: ଷ୍ଠୀ ତତ୍; କୁକ୍କୁଟୀ+ଅଣ୍ଡ; ସମାସରେ ସ୍ତ୍ରୀଲିଙ୍ଗାନ୍ତ ପ୍ରଥମ ଶବ୍ଦ ପୁଂଲିଙ୍ଗ ଆକାର ଧାରଣ କରିଅଛି; ତୁଳ. ଛାଗଦୁଗ୍ଧ) —
କୁକୁଡ଼ା ଡ଼ିମ୍ବ — The egg of a hen.
କୁକ୍କୁଟାଣ୍ଡ —
ଉଚ୍ଚାରଣ: Kukkuṭāāṇḍa
ସଂ. ବି. (୬: ଷ୍ଠୀ ତତ୍; କୁକ୍କୁଟୀ+ଅଣ୍ଡ; ସମାସରେ ସ୍ତ୍ରୀଲିଙ୍ଗାନ୍ତ ପ୍ରଥମ ଶବ୍ଦ ପୁଂଲିଙ୍ଗ ଆକାର ଧାରଣ କରିଅଛି; ତୁଳ. ଛାଗଦୁଗ୍ଧ) —
କୁକୁଡ଼ା ଡ଼ିମ୍ବ — The egg of a hen.