କୁକ୍କୁଟୀ
ଦେଖଣା
କୁକ୍କୁଟୀ —
ଉଚ୍ଚାରଣ: Kukkuṭī
ସଂ. ବି. ସ୍ତ୍ରୀ (କୁକ୍କୁଟ+ସ୍ତ୍ରୀ. ଈ) —
୧: ମାଈ କୁକୁଡ଼ା — ୧. Hen.
୨: ଅନୃତାଚରଣ — ୧. Hypocritical conduct; hypocrisy.
୩: ବହୁଡ଼ୀ (ତୃଣ) (ଦେଖ) ୩. Bahuṟḍ̠ī (grass) (See)
କୁକ୍କୁଟୀ —
ଉଚ୍ଚାରଣ: Kukkuṭī
ସଂ. ବି. ସ୍ତ୍ରୀ (କୁକ୍କୁଟ+ସ୍ତ୍ରୀ. ଈ) —
୧: ମାଈ କୁକୁଡ଼ା — ୧. Hen.
୨: ଅନୃତାଚରଣ — ୧. Hypocritical conduct; hypocrisy.
୩: ବହୁଡ଼ୀ (ତୃଣ) (ଦେଖ) ୩. Bahuṟḍ̠ī (grass) (See)