କୁକ୍କୁରଚ୍ଛଦ
ଦେଖଣା
କୁକ୍କୁରଚ୍ଛଦ —
ଉଚ୍ଚାରଣ: Kukkurachchada
কুকুরচ্ছেদ
कूकरौ धा
ସଂ. ବି. (କୁକ୍କୁର+ଛଦ୍ ଧାତୁ=ଆବୃତ କରବା+କର୍ତ୍ତୃ. ଅ) —
ଛୋଟ ବନ୍ୟତରୁବିଶେଷ; କୁକୁରଛାଲିଆ —A plant growing wild; Pavette Indica; Pavetta Tomentosa (Haines).
[ ଦ୍ର—ଏହା ଆଛୁ ଜାତୀୟ ଗଛ, ଏହାର ଫୁଲ ଧାଳା, ଚତୁର୍ଦ୍ଦଳ ଓ ଈଷତ୍ ଗନ୍ଧଯୁକ୍ତ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟ ପତ୍ର କୋମଳ ଲୋମଶ; ପତ୍ର କାଡ଼ା ଗନ୍ଧଯୁକ୍ତ; ଏହାର ମ଼ଞ୍ଜି ଲଣ୍ଡାବଗୁଲି ବା ତୁଳସୀ ମଞ୍ଜିପରି; ମଞ୍ଜିକୁ ପାଣିରେ ବତୁରାଇଲେ ଫୁଲି ଯାଏ ଏହା ଜ୍ବରଘ୍ନ, କଫ ଓ ରକ୍ତଦୋଷନାଶକ ଏହା ଆମରକ୍ତ, ସଂଗ୍ରହଣୀ, ଓ ରକ୍ତାତିସାରରେ ଉପକାରୀ]