Jump to content

କୁକ୍କୁରନିଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକ୍କୁରନିଦ୍ର
ଉଚ୍ଚାରଣ: Kukkuradnidra
(କୁକ୍କୁରନିଦ୍ରା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କୁକ୍କୁର+ନିଦ୍ରା) —

ୟାହାର କୁକ୍କୁରନିଦ୍ରା ଭଳି ଅଳ୍ପ ନିଦ୍ରା ହୁଏ — (a person) Habituated to be watchful while sleeping; waking at a slight sound.

[ ଦ୍ର—କୁକ୍କୁରର ନିଦ ଏପରି ହାଲୁକା ଯେ ଟିକିଏ ଖଡ୍କିନି ଶଦ୍ଦ ହେଲେ ସେ ଚେଇଁ ଉଠେ]