Jump to content

କୁକ୍ରିୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକ୍ରିୟ
ଉଚ୍ଚାରଣ: Kukriya
(କୁକ୍ରିୟା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କୁ+କ୍ରିୟା) —

ଦୁଷ୍କର୍ମରତ; ପାପୀ — Wicked; sinful; profligate.