Jump to content

କୁକ୍ଷି

ଉଇକିଅଭିଧାନ‌ରୁ
  • ସଂସ୍କୃତ,ସ୍ତ୍ରୀଲିଙ୍ଗ
  • କୁ ଧାତୁ= ନିର୍ଗତହେବା+ କର୍ତ୍ତୁ.କ୍ସ
    • ଉଦର; ପେଟ ( Belly; Abdomen )
    • ଭ୍ରୁଣାଶୟ, ଗର୍ଭ ( Womb )
    • ଗୁହା ( Cavity; cave )
    • ଅଭ୍ୟନ୍ତର; ଅନ୍ତଃସ୍ଥଳ
    • ଉପତ୍ୟକା ( Valley )
    • ଉପସାଗର ( Bay, Gulf )
    • ଖଡ୍ଗାଧାର; ଖଣ୍ଡାର ଖୋଳ ( Sheath of a sword )
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୧୬୧୯