କୁଘଟନ
ଦେଖଣା
କୁଘଟନ —
ଉଚ୍ଚାରଣ: Kughaṭana
ଦେ. ବିଣ. (ସଂ. କୁ+ଗଠନ) —
ଅସୁନ୍ଦର; ଅଘଟଣ — Unsymmetrical; of indecent make or build.
ସ୍ବଭାବେ ଦିଶେ କୁଘଟନ. ବୃଦ୍ଧି ଭିକ୍ଷୁକ ସେ ବ୍ରାହ୍ମଣ ଜଗନ୍ନାଥ. ଭାଗବତ